ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ 2021-22 ଆର୍ଥିକ ବର୍ଷର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶ୍ରୀମତୀ ଅମ୍ବିକା ସୁନା, ନାଏବ ସରପଞ୍ଚ ଦିବାକର ମେଣ୍ଡିଲି, ବ୍ଲକ ନୋଡାଲ ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଡିଟର ସନ୍ତୋଷ ମହାକୁଡ଼, ଭି ଆର ପି କବିତା ମେହେର ଏବଂ ସୁଜନ୍ୟା ନାଏକ, ଜିଆରଏସ ଜୟନାରାୟଣ ପଟ୍ଟନାୟକ ଙ୍କ ସମେତ ଗ୍ରାମ ପଂଚାୟତ ର ସମସ୍ତ ୱାର୍ଡ଼ ସଭ୍ୟ / ସଭ୍ୟା ଓ ଗାଁ ସାଥୀ ( ମେଟ ) ମାନେ ଉପସ୍ଥିତ ଥିଲେ l