mobile header

ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସୁରମାଦାଶ ଙ୍କ ପରଲୋକ

ଫୁଲବାଣୀ -15/07
ଫୁଲବାଣୀ ସରକାରୀ ବାଳିକା ଉଚ ବିଦ୍ୟାଳୟ ରପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ତଥା ସମାଜସେବୀ, ଶିକ୍ଷାବିତ ଶ୍ରୀମତୀ ସୁରମା ଦାଶ ଙ୍କ ଆଜି ଅପରାହ୍ନ ଚାରିଟା ସମୟରେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା l
ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ l
ଶ୍ରୀକାକୁଲମ ର ଏକ ଡାକ୍ତରଖାନା ରେ ଚିକିତ୍ସl ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା l
ସେ ଜଣେ ଭଲ ଶିକ୍ଷୟତ୍ରୀ ଓ ଦକ୍ଷ ପ୍ରଧାନଶିକ୍ଷୟତ୍ରୀ ଥିଲେ l କନ୍ଧମାଳ ଜୀଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘଓ ବରିଷ୍ଠ ନାଗରିକ ସଙ୍ଘ ସଭାପତି ସର୍ବେଶ୍ୱର ମିଶ୍ର ଙ୍କ ପତ୍ନୀ ଥିଲେ ସୁରମା ଦାଶ l
ସୁରମା ଙ୍କ ମୃତ୍ୟୁ ରେ ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ସମାଜସେବୀ ଅଶୋକ ପରିଡ଼ା, ବଦ୍ୟନାଥ ଖଟୁଆ, ସାମ୍ବାଦିକ ନାରାୟଣସାହୁ,ଶିବ ପ୍ରସାଦ ତ୍ରିପାଠୀ, ତାରିଣୀ ମୁନି, ସୁନୀଲ ଭଞ୍ଜ, ଳକ୍ଷ୍ମୀ ନାରାୟଣ ଡୋରl, ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ, ବିଜେପି ନେତା କମଳାକାନ୍ତ ପାଣ୍ଡେ,
ଶିକ୍ଷୟତ୍ରୀ ସଂଚିତl ପ୍ରଧlନ, ପ୍ରମିଳା ଦାଶ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମl ର ସଦଗତି କାମନା କରିଛନ୍ତିl
ଆସନ୍ତାକାଲି ସକାଳେ ସୁରମlଙ୍କ
ମର ଶରୀର ପହଂଚିବା ପରେ ଏଠାରେ ଶେଷ କୃତ୍ୟ ସମ୍ପନ ହେବ ବୋଲି ଜଣାପଡିଛି l

Leave A Reply

Your email address will not be published.