mobile header

ଶ୍ୱଶୁର ଘରେ ଜ୍ବାଇଁ ର ସନ୍ଦେହଜନକ ମୃତ୍ୟୁ


ଫୁଲ ବାଣୀ-୧୬/୦୭
ଶ୍ଵଶୁର ଘରେ ଜ୍ବାଇଁଙ୍କ ମୃତ୍ୟୁ । ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପୁଅ ଘରଲୋକ । ଏନେଇ ପୁଅରମା ମଦନା ଡିଗଲ ଫିରିଙ୍ଗିଆ ଥାନାରେ ଏତେଲାପରେ ପୋଲିସ ଘଟଣାର ତଦନ୍ତ କରୁଛି ।
ସୂଚନାଯୋଗ୍ୟଯେ, ଫୁଲବାଣୀ ସଦର ଥାନା
କୁ ମୁରି ଗୁଡ଼ା ଅଞ୍ଚଳର ନଟବର ଦିଗଲ ସ୍ତ୍ରୀ ନିଦ୍ରାବତୀ ଦିଗଲ ଓ ପିଲାମାନଙ୍କୁ ଆଣିବା ପାଇଁ ୧୩ ତାରିଖ ଦିନ ଫିିରିଙ୍ଗିଆ ଶ୍ୱଶୁର ଘରକୁ ଯାଇଥିଲା । ହେଲେ ୧୫ତାରିଖ ଦିନ ସଂଧ୍ୟାରେ ନଟବର ର ମୃତ୍ୟୁ ହୋଇଥିଲା
ଏଣୁ, ହଠାତ କିପରି ନଟବର ର ମୃତ୍ୟୁ ହେଲା ସେ ନେଇ ମୃତନଟବର ର ମା ପୁଅକୁ ମାରିଦେଇଥାଇପାରନ୍ତି ବୋଲି ସନ୍ଦେହ କରି ଥାନାରେ ଏତଲା ଦେଇଛନ୍ତି।
ସୂଚନାଯୋଗ୍ୟଯେ, ମୃତ ନଟବର ଓ ସ୍ତ୍ରୀ ନିଦ୍ରାବତୀ ଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି
ଲାଗିରହିଥିଲା। ଫଳରେ ନଟବର ର ସ୍ତ୍ରୀ ନିଦ୍ରାବତୀ ପିଲାମାନଙ୍କ ସହ ବାପଘର ଫିରିଙ୍ଗିଆରେ ରହୁଥିଲା। ନଟବର ସ୍ତ୍ରୀ ଓ
ପିଲାଛୁଆଙ୍କୁ ଆଣିବା ଲାଗି ଯାଇଥିବାବେଳେ ନଟବର ର ମୃତ୍ୟୁ ହୋଇଥିଲା
ତେବେ ଏନେଇ ପୋଲିସକୁ ପରରିବାରେ ସେ ତଦନ୍ତ ପରେ ଓ ଶବ ବ୍ୟବଛେଦ ରିପୋର୍ଟ ମିଳିବାପରେ ନଟବର ର ମୃତ୍ୟୁ କିପରି ହୋଇଛି ସ୍ପଷ୍ଟ ହେବ ବୋଲି କହିଛି ।

Leave A Reply

Your email address will not be published.