mobile header

ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ଫୁଲବାଣୀ -21/07
ଗୁରୁବାର ସ୍ଥାନୀୟ ଏଜେଓ ହାଇସ୍କୁଲ ର ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ବ୍ଲକ ସ୍ତରୀୟ ପ୍ରଧନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କହଁର, ଜିଲା ସାଇନ୍ସ ସୁପରଭାଇଜର ଅଶୋକ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର, ପ୍ରମୁଖ ଯୋଗ ଦେଇ ଶୀକ୍ଷକ, ଶିକ୍ଷୟତ୍ରୀମାନେ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ ପାଠ ପଢାଇଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି କହିବା ସହ ଶିକ୍ଷକ ଓ ଛାତ୍ର ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ l
ଏହି ସମ୍ମିଳନୀ ରେ ବ୍ଲକ ଅନ୍ତର୍ଗତ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ l

Leave A Reply

Your email address will not be published.