ଭରତପୁର ଅଭୟାରଣ୍ୟରେ ବୁଲୁଛି ହାତୀ ଶାବକ

ଭରତପୁର ଅଭୟ୍ୟାରଣରୁ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଛି । ମାଆ ହାତୀ ସହ ଛୁଆ ହାତୀ ବୁଲୁଥିବାର ଦୃଶ୍ୟ ବନ କର୍ମଚାରୀଙ୍କ କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ କେମିତି ମାଆ ହାତୀ ସହ ବେଶ ଖୁସିରେ ଆଗକୁ ଯାଉଛି ଛୁଆ ହାତୀ । ଭରତପୁର ଅଭୟାରଣ୍ୟ ଭିତରେ ରାସ୍ତା ଉପରେ ବେଶ କିଛି ସମୟ ଧରି ଠିଆ ହୋଇଥିଲେ ମାଆ-ଛୁଆ । ଆଉ ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀ ଏହି ଦୃଶ୍ୟକୁ ଦେଖି ଏଇଠି ଅଟକି ଯାଇଥିଲେ । ପୁରା ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ।

Leave A Reply

Your email address will not be published.