xmas

ଖlକି କୁ ବାନ୍ଧିଲା ଖାକି. ଅସଦାଚରଣ ଅଭିଯୋଗ ରେ ଏ ଏସ ଆଇ ଗିରଫ


ଫୁଲବାଣୀ -31/07
ଖାକି କୁ ବାନ୍ଧିଲା ଖାକୀ lଜଣେ ମହିଳା କନେଷ୍ଟେବଳ ଙ୍କୁଜଣେ ପୋଲିସ ଏ ଏସ ଆଇ ଅସଦାଚରଣ ଅଭିଯୋଗ ରେ ଫୁଲବାଣୀ ଟାଉନ ଥାନାରେ ମାମଲା ହେବାପରେ ପୋଲିସ ଏ ଏସ ଆଇ ଙ୍କୁ ଗିରଫ କରିଛି lଗିରଫ ଏ ଏସ ଆଇ ଜଣଙ୍କ ହେଲେ ବିଭୁଦତ ଶର୍ମା ଙ୍କୁ ଗିରଫ କରିଥିବା ନେଇ ଟାଉନ ଥାନା ଅଧିକାରି ସୁଶାନ୍ତ ସେଠିଁ କହିଛନ୍ତି l ସୂଚନା ଯୋଗ୍ୟ ଯେ ଗାତ ୨୮ ରେ କୋର୍ଟ ରେ ମହିଳା କନେ ଷ୍ଟ ବଳ
କାମ କରୁଥିବାବେଳେ ଏ ଏସ ଆଇ ଶର୍ମା ତାଙ୍କ ରୁମ କୁ ଆସି ଅସଦାଚରଣ କରିଥିଲେ ମହିଳାପୋଲିସ କର୍ମଚାରୀ ଜଣଙ୍କ
ପ୍ରତିବାଦ କରିବାରୁ ଶର୍ମା ତାଙ୍କୁ କୁଆଡେ ଧମକ ଦେଇଥିଲେ lଫଳରେ ମହିଳା ପୋଲିସ କର୍ମଚାରୀ ଜଣଙ୍କ ଟାଉନ ଥାନାରେ ଏତେଲା ଦେବାପରେ ପୋଲିସ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଏ ଏସ ଆଇ ବିଭୁଦତ୍ତ ଶର୍ମା କୁ ଗିରଫ କରିଥିଲା l ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି l

Leave A Reply

Your email address will not be published.