xmas

ସାମାନ୍ୟ ବର୍ଷା ରେ ଡ୍ରେନ ପାଣି ରାସ୍ତାରେ


ଫୁଲବାଣୀ -02/08/07 ଦୀର୍ଘଦିନ ବ୍ୟବଧାନରେ ମଙ୍ଗଳ ବାର ଅପରାହ୍ନ ରେ ଫୁଲବାଣୀସହରରେ ସାମାନ୍ୟ ବର୍ଷା ହୋଇଥିଲା l ଏଥିରେ ଫୁଲବାଣୀ ସହରର ମୂଖ୍ୟ ଡାକଘରରାସ୍ତା , ପ୍ରକୃତୀବିହାର, ବିଜୁପଟନାୟକ ଛକ, ଆଦି ଅନେକ ଅଂଚଳ ଜଳମଗ୍ନ ହୋଇଥିଲା ରାସ୍ତାରେ ଡ୍ରେନପାଣି ଛୁଟି ଥିଲା l ଡ୍ରେନ ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବାରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତାରେ ସୁଅ ଛୁଟୁଛି ଫଳରେ ସହର ଜଳମଗ୍ନ ହୋଇଯାଇଥିଲା କିଛିସମୟ l ତେଵେ ବର୍ଷା ଛାଡ଼ିଯିବା ପରେ ପାଣି ନଦୀ ନାଳରେ ଚାଲିଯାଇଥିବା ବେଳେ ଅଳିଆ ଆବର୍ଜନା ରାସ୍ତାରେ ଛାଡିଦେଇଥିଲା l

Leave A Reply

Your email address will not be published.