ପିରିକୁ ଡି ସେବାଶ୍ରମ ର କୋଡ଼ିଏରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଝାଡା, ବାନ୍ତି ଓ ଜ୍ୱର ରେ ଆକ୍ରାନ୍ତ, ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି

ଫୁଲବାଣୀ -04/08
ଗୁରୁବାର କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିରିକୁ ଡ଼ି ସେବାଶ୍ରମ ର ପ୍ରାୟ କୋଡିଏ ଜଣ ଛାତ୍ରଛାତ୍ରୀ ସକାଳୁ ସକାଳୁ ହଟାତ ଅସୁସ୍ଥ ହୋଇପଡିଥିଲେl କାହାକୁ ଜ୍ୱର ହେଇଗଲା ତ ଆଉ କାହାକୁ ଝାଡ଼ାବାନ୍ତି l
ସ୍କୁଲ ପ୍ରଧାନଶିକ୍ଷକ ସମସ୍ତ ଅସୁସ୍ଥ ଛାତ୍ର ଛାତ୍ରୀ ଙ୍କୁ ଚିକିତ୍ସା ପାଈଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ l
ସମସ୍ତ ଅସୁସ୍ଥ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାପଡିଛି l

Leave A Reply

Your email address will not be published.