ଫୁଲବାଣୀ -୧୦/୦୮ ଫୁଲବାଣୀ ସହର ଏସପି ବାସଭବନ ନିକଟ ଶଶୀ ଦୋକାନ ଛକ ରେ ବୁଧବାରବିଳମ୍ବିତ ରାତିରେ ବାଇକ ଦୂର୍ଘଟଣାରେ ଚାରି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି l ଝିପି ଝିପି ବର୍ଷା ରେ ଦ୍ରୁତ ଗତିରେ ବାଇକ ଚାଳନା ଦୂର୍ଘଟଣାର କାରଣ ବୋଲି କୁହାଯାଉଛି l ଆହତ ମାନଙ୍କୁ ଚିକିତ୍ସା ପାଈଁ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଆହତ ଯୁବକ ମାନଙ୍କ ପରିଚୟ ମିଳିନି ଏଯାଏ l
Sign in
Sign in
Recover your password.
A password will be e-mailed to you.
Prev Post