xmas

ଟିମ ହ୍ୟୁମାନୀଟି ପକ୍ଷରୁ ସ୍ୱାଧୀନତା ଦିବସ

ଫୁଲବାଣୀ -୧୫/୦୮- ୭୬ତମ ସ୍ୱାଧୀନତା ଦିବସ ଦେଶ ଆଜି ଉତ୍ସାହ ସହ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଆଜି ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ମଧ୍ୟ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି l ପିଅନପଡା ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ ଡି ପି ଓ ମହେନ୍ଦ୍ରନାଥ ମୁର୍ମୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଆନ୍ଦୋଳନରେ ପ୍ରାଣ ବଳି ଦେଇଥିବା ସେହି ମହା ପୁରଷ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ lଏହି ଅବସରରେ ଟିମ ହ୍ୟୁମାନୀଟିର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.