xmas

ପଲ୍ଲୀ ସଭାର ଆୟୋଜନ

ରାଲେଗଡ଼ା ପଞ୍ଚାୟତର ସାର୍କୁବନ୍ଧ ଗ୍ରାମରେ ଜଙ୍ଗଲ ଜମି ପଟ୍ଟାକୁ ନେଇ ଜଙ୍ଗଲ ଜମି ଅଧିକାର କମିଟି ଗଠନ କରିବା ପାଇଁ ଏକ ପଲ୍ଲୀ ସଭା ଆୟୋଜନ ହୋଇଥିଲା। ଉକ୍ତ ପଲ୍ଲୀ ସଭାରେ ସରପଞ୍ଚ କମଳୁ ହନ୍ତାଳ, ଶିକ୍ଷକ ସୁରେନ୍ଦ୍ର ହନ୍ତାଳ, ଅଙ୍ଗନବାଡ଼ି କର୍ମୀ ସସ୍ମିତା ବେହେରା, DHG ମା ମାନେ, ଗ୍ରାମର ସମସ୍ତ ଭଦ୍ର ମଣ୍ଡଳୀ ଉପସ୍ଥିତ ଥିଲେ। ପୂନର୍ବାର ଜଙ୍ଗଲ ଜମି ପଟ୍ଟା ପାଇବାର ଅଧିକାର ଦେଇଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.