xmas

ଦୁର୍ଗମ ଅଞ୍ଚଳରେ ବ୍ଲକ ଶିକ୍ଷାଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ନାକାମାମୁଡି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ନାକାମାମୁଡି ଗ୍ରାମ ପଞ୍ଚାୟତର ଦୁର୍ଗମ ଅଞ୍ଚଳର ରାଭା ବିଦ୍ୟାଳୟରେ ବାଳିକା ଦିବସ ପାଳନ କରାଯାଇଥିବା ବେଳେ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଗ୍ରହଣରେ ନାରୀ ଶିକ୍ଷା ସମ୍ପ୍ରତୀକ ସମାଜ ନାରୀର ଭୂମିକା ମହିଳା ସଂସକ୍ତି କରଣ ନାରିଜାଗରଣ ଉପରେ ଆଲୋଚନା କରାଯାଇଥିଲା l ରାଭା ବିଦ୍ୟାଳୟରେ ବ୍ଲକ ଶିକ୍ଷାଧିକାରୀ ଶୁ ଶ୍ରୀ ଗାୟତ୍ରୀ ଦେଵୀ ଅତିଥି ଭାବେ ଯୋଗ ଦେଇଥିଲେ ଏଵଂ ନାକମାମୁଡି ବିଭିନ୍ନ ବିଦ୍ୟାଳୟ ଭପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ବୃକ୍ଷ ରୋପଣ କରିଥିଲେ l ତାଙ୍କର ଏଭଳି କାର୍ଯ୍ୟକ୍ରମ ଦେଖି ଗ୍ରାମବାସୀ ବହୁତ ଆନନ୍ଦିତ ହୋଇଥିଲେ l

Leave A Reply

Your email address will not be published.