xmas

କଳା ବ୍ୟାଚ ପରିଧାନ କରି ପ୍ରତିବାଦ

ଚିତ୍ରକୋଣ୍ଡା(୧୭/୧୧): ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ ଠିକ କର୍ମଚାରୀ, ବନାଞ୍ଚଳ କାର୍ଯ୍ୟାଳୟରେ ଥିବା ଠିକ କର୍ମଚାରୀ, ଚିତ୍ରକୋଣ୍ଡା ଚିକିତ୍ସାଳୟରେ ଥିବା ଠିକ କର୍ମଚାରୀ ଏବଂ ବାଲିମେଳା ଜଳ ଭଣ୍ଡାର ପ୍ରକଳ୍ପ ଅଧୀନରେ ଥିବା ସିକ୍ଯୁରିଟି ଗାର୍ଡ ଭଳି ଆଉଟସୋର୍ସିଙ୍ଗ ଠିକ କର୍ମଚାରୀ ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଭଲ ବିଭିନ୍ନ ଦାବିରେ ନିଜ କାର୍ଯାଳୟ ଆଗରେ ଗଲା ୧୪ ତାରିଖ ଠାରୁ କଲା ବ୍ୟାଚ ପରିଧାନ କରି ପ୍ରତିବାଦ ଆରମ୍ଭ କରିଛନ୍ତି। ଏହା ୧୯ ତାରିଖ ପର୍ଯ୍ୟନ୍ତ କଲା ବ୍ୟାଚ ପରିଧାନ କରି ପ୍ରତିବାଦ ଚାଲୁ ରହିବ ବୋଲି କର୍ମଚାରୀ ଏକତ୍ରିତ ହୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.