ମାଲକାନଗିରି,୨୩/୧୧: ମାଲକାନଗିରିସ୍ଥିତ ଅରକେ ଏଲେକ୍ଟ୍ରିକ ଦୋକାନରେ ଡେପୁଟି କମିଶନର ଇନଫୋର୍ସମେଣ୍ଟ ୟୁନିଟ ଜୟପୁର ତରଫରୁ ଚଢ଼ାଉ କରାଯାଇଛି। ଏହି ଦୋକାନର ଷ୍ଟୋକ ଖାତା ସହ ଵିଲଗୁଡିକର ଯାଞ୍ଚ କରାଯାଇଥିଲା। କମିଶନରଙ୍କ ନିର୍ଦେଶକ୍ରମେ ମାଲକାନଗିରିର ଏହି ଗୋଟିଏ ଦୋକାନ ଉପରେ ଚଢ଼ାଉ କରାଯାଇଥିବା କମିସନେରେଟର ସିଟି ଜିଏସଟିର ଅଧିକାରୀ ପ୍ରକାଶ କରିଛନ୍ତି।ତେବେ ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ଏହି ବିଭାଗର ଅଧିକାରୀ ପ୍ରକାଶ କରିଥିଲେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.