ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳ ୧୦ ଗୋଟି ଗ୍ରାମ ପଂଚାୟତ ନେଇ ଡାର୍ଲା ବେଡା ଉଚ୍ଚ ବିଦ୍ୟାଳୟ ରେ 50ଗୋଟି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ତଥା ୫୦ ଅଭିଭାବକ ମାନଙ୍କୁ ନେଇ ଭିନ୍ନ କ୍ଷମ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ସଭାପତି ଭାବେ ରୂପେ ବ୍ଲକ ଶିକ୍ଷାଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀ, ମୁଖ୍ୟ ଅତିଥି ସୁ ଶ୍ରୀ ରାଜେଶ୍ୱରୀ ଖିଲ, ସାନମାନିତ ଅତିଥି ଶ୍ରୀ ଲକ୍ଷ୍ମୀ ନାରାୟଣ ମୁଦୁଲି (IIC ), ଅନ୍ୟତମ ଅତିଥି ଶିକ୍ଷକ ଅରୁଣ ପଟନାୟକ, ସୁରଜ ରୟ ସରପଞ୍ଚ ପିଙ୍କି ହଣ୍ଟାଲ, ସମାଜ ସେବି ଚୈତନ୍ୟ ଖିଲ, ଶିକ୍ଷକ ସତ୍ୟ ଦେ, ଶିକ୍ଷୟତ୍ରୀ ସବିତା ତ୍ରିପାଠୀ, ପୂର୍ବତନ ସଭାପତି ଡମ୍ବରୁ ଧର ଖିଲ, ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ, ସ୍ୱାଭିମାନ ଅଞ୍ଚଳର ୮ ଗୋଟି CRCC, ସମସ୍ତ ଶିକ୍ଷକ ବୃନ୍ଦ ଅଭିଭାବକ ମାନେ ଯୋଗଦାନ କରି ଥିଲେ l ସମସ୍ତ ନିମନ୍ତ୍ରିତ ଅତିଥି ବୃନ୍ଦ ଓ ସହକାରୀ ବ୍ଲକ ଶିକ୍ଷା ଧିକାରୀ ଶ୍ରୀ ଅଞ୍ଜନ ଚୌଧୁରୀ ଭିନ କ୍ଷମ ଦିବସ ଉପଲକ୍ଷେ ନିଜ ମତାମତ ରଖିଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଚିତ୍ର, ନାଚଗୀତ, କୁଇଜ, ମ୍ୟୁଜିକ ଚେୟାର, କରାଯାଇ ପୁରସ୍କୃତ କରାଯାଇଥିଲା l
