xmas

ହନ୍ତାଳଗୁଡ଼ା ଘାଟିରେ ସିମେଣ୍ଟ ରଡ଼ ବୋଝେଇ ଟିପର ଖସି ପାଞ୍ଚ ମୃତ

ଚିତ୍ରକୋଣ୍ଡା, ୨୫/୧୧/୨୦୨୩: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ହନ୍ତାଳଗୁଡ଼ା ଘାଟିରେ ଘଟିଛି ଏକ ଅଭାବନିୟ ଘଟଣା l ଏକ ସିମେଣ୍ଟ ରଡ଼ ବୋଝେଇ ଟିପର ଗାଡ଼ି ହନ୍ତାଳଗୁଡ଼ା ଘାଟି ଦେଇ ଯାଉଥିବା ସମୟରେ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସି ଦୃଘଟଣା ଘଟିଥିଲା l ଘଟଣାସ୍ଥଳରେ ଗାଡ଼ିରେ ବସିଥିବା ଲେବର ମାନଙ୍କ ଉପରେ ସିମେଣ୍ଟ ଓ ରଡ଼ ଚାପି ହୋଇ ମାଡ଼ି ବସିଥିଲା l ଫଳରେ ମିଳିଥିବା ସୂଚନା ଅନୁଯାଇ ପାଞ୍ଚ ମୃତ ଜଣଙ୍କର ମୃତୁ ଘଟିଥିବା ବେଳେ ଅନ୍ୟ ଲେବର ମାନଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ାମ୍ବ ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛି l

Leave A Reply

Your email address will not be published.