xmas

ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର: ବିଜେଡି ବିଧାନସଭା ନିର୍ବାଚନ ସହ ଲୋକସଭା ଆସନ ପାଇଁ ଗୁରୁବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ଲେଖାଶ୍ରୀ ବାଲେଶ୍ୱରରୁ ଭାଜପା ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ। ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ।

Leave A Reply

Your email address will not be published.