ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ #ଶ୍ରୀଯୁକ୍ତନବୀନପଟ୍ଟନାୟକ ଏବଂ 5T ସଚିବ #ଶ୍ରୀଯୁକ୍ତଭିକେପାଣ୍ଡିଆନ ଙ୍କ ସହ ବରଗଡ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷା #ଶ୍ରୀମତୀମାନିନୀଭୋଇ,ଉପାଧ୍ୟକ୍ଷ #ମୋହନଲୁହା ସୌଜନ୍ୟମୂଳକ ସାକ୍ଷାତ କଲେ । ସାକ୍ଷାତରେ କେମିତି ଓଡ଼ିଶା ସରକାରଙ୍କ ଉନ୍ନତିମୂଳକ କାମ ଗୁଡ଼ିକ SOCIAL MEDIA ମାଧ୍ୟମରେ ଲୋକ ମାନଙ୍କ ପାଖକୁ ପହଞ୍ଚାଇବା ସହ ବରଗଡ ଜିଲ୍ଲାର ଉନ୍ନତି ଏବଂ ବିକାଶକୁ ମୂଳ ଲକ୍ଷ ରଖିବାକୁ 5T ସଚିବ ଉପଦେଶ ଦେଲେ ।

Leave A Reply

Your email address will not be published.