ସ୍ନେହପ୍ରଭା ମାଝୀ କୋଟପାଡର ନୂତନ ବିଡ଼ିଓ

କୋଟପାଡ- କୋଟପାଡ ବ୍ଲକ୍ ରେ ନୂତନ ବିଡ଼ିଓ ଭାବେ ମିସ୍ ସ୍ନେହାପ୍ରଭା ମାଝୀ ଯୋଗଦେଇଛନ୍ତି। ଏଥି ପୂର୍ବରୁ କୁନ୍ଦ୍ରା ବ୍ଲକରେ ଅବସ୍ଥାପିତ ଥିଲେ। ନୂତନ ବିଡ଼ିଓ ଯୋଗଦେଇଥିବା ହେତୁ କୋଟପାଡ ଜନସାଧାରଣ ତାଙ୍କ ମୌଳିକ ସୁବିଧା ଠିକ୍ ଭାବରେ ପାଇପାରିବେ ବୋଲି ଆଶା କରିଛନ୍ତି।

Leave A Reply

Your email address will not be published.