xmas

ଜ଼ିଲ୍ଲା ପ୍ରେସ କ୍ଲବରେ ଗଣେଶ ପୂଜା

ଫୁଲବାଣୀ -୩୧/୦୮ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଥିଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ସହ ସଂପାଦକ ରମେଶ ପ୍ରଧାନଙ୍କ ସମେତ ଉପସଭାପତି ସୁନୀଲ ବିଶ୍ୱାଳ, ସତ୍ୟ ନାରାୟଣ ବେହେରା, କାହ୍ନl ପଟନାୟକ, ସୁଧୀର ମହାରଣା, ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ l ପ୍ରେସ କ୍ଲବ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l ସେହିପରି ଆଜି ସହର ସମେତ ଜିଲ୍ଲାର ବିଭିନ ଶିକ୍ଷାନୁଷ୍ଠାନ, କ୍ଲବ ଆଦିରେ ଗଣେଶ ପୂଜା ମହାସମାରୋହରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିଲା l

Leave A Reply

Your email address will not be published.