xmas

ସ୍ମାରକୀ ବୃକ୍ଷରୋପଣ ଉଦ୍ଦେଶ୍ୟରେ ମୟୂରଭଞ୍ଜରୁ ରାଜଧାନୀ ଅଭିମୁଖେ

ବାହାରିଲା ପବିତ୍ର ଜଳ ଓ ମାଟି
ମୟୂରଭଞ୍ଜ, ୩୦-୦୯-୨୦୨୨: ଗାନ୍ଧୀଜୀଙ୍କ ୧୫୩ତମ ଜୟନ୍ତୀ ଉପଲକ୍ଷେ ରାଜଧାନୀରେ ସଂଗ୍ରାମୀ ପୀଠର ମାଟି ଓ ପବିତ୍ର ନଦୀର ଜଳକୁ ବ୍ୟବହାର କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଜିଲ୍ଲାର ମୁଖ୍ୟ ନଦୀ ବୁଢ଼ାବଳଙ୍ଗରୁ ପବିତ୍ର ଜଳ ଓ ବାଘାଯତୀନ ସ୍ମୃତି ପୀଠରୁ ମାଟି ସଂଗୃହିତ ହୋଇ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ରାଜଧାନୀ ଅଭିମୁଖେ ପଠାଯାଇଅଛି।

Leave A Reply

Your email address will not be published.