xmas

ବିଧାୟକ ପ୍ରତିଶ୍ରୁତି ପାଳନ କଲେ

ବରଗଡ଼(୧୬/୧୦) – ବରଗଡ଼ ପୈାର ପରିଷଦରେ ଥିବା ୱାର୍ଡ଼ ନଂ-୧୦ ର ଦିର୍ଘ ଦିନର ଗମନାଗମନର ସମସ୍ୟା ଦାବି ପୂରଣ ହୋଇଛି। ନୂତନ ବିଟୁମିନିୟସ୍ ରାସ୍ତାର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ । ଏହି ଅବସରରେ ୱାର୍ଡ଼ ବାସିନ୍ଦାଙ୍କ ତରଫରୁ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଏଥିରେ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ନଗର ସଭାପତି କିଶୋର ମିଶ୍ର ୱାର୍ଡ଼ କାଉନସିଲର ଶ୍ରୀଯୁକ୍ତ ଉମାଚରଣ ରାଉତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଡନସେନା ଓ ପଡ଼ାବାସୀ ପ୍ରମୁଖ ଉପସ୍ଥିତ ଥିଲେ । ଦିର୍ଘ ଦିନର ଦାବି ପୂରଣ ହେଉନଥିବାରୁ ଖୁସି ଦେଖା ଦେଇଛି।

Leave A Reply

Your email address will not be published.