xmas

ଭତରା ସମାଜର ନୂଆଖାଇ ଭେଟ ଘାଟ

କୋଟପାଡ: ଆଜି କୋଟପାଡ ଭୈରବ ପଡିଆ ଠାରେ ପ୍ରାୟ ୫୦୦୦ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ସହର ପରିକ୍ରମା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ ବିଧାୟକ ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଟ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ, ବିଜେପିର ଆଶାୟୀ ବିଧାୟକ ପ୍ରାର୍ଥୀ ରୁପୁ ଭତ୍ରା ,ମୋହନ ମାଝୀ, ମଙ୍ଗରାଜ ରନ୍ଧରି, ନୀଳକଣ୍ଠ ପୂଜାରୀ, ବାଳକୃଷ୍ଣ ମାଝୀ, ନୀଳକଣ୍ଠ ଚଲାଅଣ ଓ ଆଦିବାସୀ ସମାଜର ବହୁ ତୁଙ୍ଗ ନେତା ଯୋଗଦେଇଥିଲେ। ରାଲୀ ପରେ ଭୈରବ ପଡିଆ ଠାରେ ଏକ ମେଗା ସଭା ଅନୁଷ୍ଠିତ ହୋଇଥିଲା ଏବଂ ବକ୍ତାମାନେ ଆଦିବାସୀଙ୍କ ଏକଜୁଟ ଏବଂ ଉନ୍ନତି ଉପରେ ଫୋକସ କରିଥିଲେ। ଶେଷରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ତା ହୋଇଥିଲା ।

Leave A Reply

Your email address will not be published.