mobile header

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗରେ ଅତିରିକ୍ତ ସଚିବ ଭାବେ ସୁଶାନ୍ତ କୁମାର ବାରିକଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀ ବାରିକ ଓଡ଼ିଶା ସମବାୟ ସୋସାଇଟିଜ ରେଜିଷ୍ଟାର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ସେହିପରି ପଞ୍ଚାୟତିରାଜ ଏବଂ ପିଇବା ପାଣି ବିଭାଗର ଅତିରିକ୍ତ ସଚିବ ଡ. ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ଓଡ଼ିଶା ସମବାୟ ସୋସାଇଟିଜ ରେଜିଷ୍ଟାର ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.