ଚୌଦାର ସ୍ୱପ୍ନ ମହଲ ବୃଦ୍ଧାଶ୍ରମ

ଚୌଦାର ସ୍ଥିତ ସ୍ୱପ୍ନ ମହଲ ବୃଦ୍ଧାଶ୍ରମ। ସେଠାକାର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ସମ୍ମାନିତା ପକ୍ଷରୁ କଟକ ଏସସିବି ମେଡିକାଲ କଲେଜର ସହକାରୀ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡ଼ା ଯୋଗ ଦେଇଥିଲେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଉଚିତ ପରାମର୍ଶ ସହ ଆବଶକୀୟ ଔଷଧ ପ୍ରଦାନ କରିଥିଲେ ।

ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆମ ପାଇଁ ସମ୍ମାନସ୍ପଦ । ସେଥିପାଇଁ ଆମେ ସବୁବେଳେ ସେମାନଙ୍କ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

Leave A Reply

Your email address will not be published.