LKBK ଓ casa ତରଫରୁ ମେଡିକାଲ ସାମଗ୍ରୀ ବଣ୍ଟନ…

ବୌଦ୍ଧ :24/05.ଗ୍ରାମାଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଘରେ ଘରେ ପହଞ୍ଚାଇବା ପାଇଁ CASA Odisha ଓ LKBK ତରଫରୁ ଅଭିନବ ପ୍ରୟାସ । ହରଭଙ୍ଗା ବ୍ଲକ ଧଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର , ରାମଗଡ଼ , ତିଲେଶ୍ୱର୍ ଓ ହରେକୃଷ୍ଣପୁର ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ମେଡିକାଲ ଉପକରଣ ବଣ୍ଟନ ।

ଏଥିରେ ସାବୁନ , ସାନି ଟାଇଯର 50 ml , sanitizer 500 ml , Disinfectant spary ( spary sanitizer ) , N95 Mask , Pulse Oximeter , Thermometer , BP MONITOR, ଗ୍ଲୁକୋମିଟର , RESPIRO METER , VAPORISER , NIBULISER ଆଦି ସାମଗ୍ରୀ ସବୁ ବଣ୍ଟନ କରା ଯାଉଛି ।

ଏହି ବଣ୍ଟନ କାର୍ଯ୍ୟ ରେ casa ର ରାଜ୍ୟ ସଂଯୋଜିକା ଇନାଖି ପାତ୍ର , LKBK ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ , ପ୍ରତାପ ମେହେର , ବାଞ୍ଛାନିଧି ବିଶି , ଶିଳ୍ପରାଣୀ ବେହେରା ସମେତ ଡାକ୍ତର , ANM , ASHA , AWW , MEDICAL କର୍ମଚାରୀ ସବୁ ଉପସ୍ଥିତ ଥିଲେ ।
ଏଥିରେ 6 ଟି ପଞ୍ଚାୟତ ର ପ୍ରାୟ 37000 ଲୋକ ଉପକୃତ ହେବେ ସୂଚନା ମିଳିଛି!

Leave A Reply

Your email address will not be published.