ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ଭୁବନେଶ୍ବର ୨୫।୦୫:ଖବର ଅନୁଯାୟୀ, ନୂଆପଡା-ପଦ୍ମପୁର ରାସ୍ତା ସାହିପଲା ନିକଟରେ ଡିଲ କରିବାକୁ କରିଥିଲେ ଯୋଜନା । ବିଶେଷ ସୁତ୍ରୁରୁ ଖବର ପାଇ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଏହି ଚଢାଉରେ ୬ କେଜିର ବଜ୍ରକାପ୍ତା କାତି ଜବତ ସହ ଜଣଙ୍କୁ ବାନ୍ଧିଛି ଏସ୍‌ଟିଏଫ୍‌ । ବଜ୍ରକାପ୍ତା କାତି ଚୋରା ଚାଲାଣ ଅଭିଯୋଗରେ ନୂଆପଡା ସଦର ଥାନା ଅନ୍ତର୍ଗତ ଗୁଜୁରିଭଟ୍ଟର ବିକ୍ରମ ମାଝିକୁ ଗିରଫ କରାଯାଇଛି । ତେବେ ଗତ ୨୦୨୦ ରୁ ବର୍ତ୍ତମାନ ସୁଦ୍ଧା ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଏସ୍‌ଟିଏଫ୍‌ ।

Leave A Reply

Your email address will not be published.