ଅବିଭକ୍ତ କୋରାପୁଟ ଜିଲ୍ଲାର ଘୋରୋଇ ବସ ମାଲିକ ସଂଘର ପୂର୍ବତନ ସଭାପତି ସ୍ୱର୍ଗୀୟ ଦୁର୍ଗା ତ୍ରିପାଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ।


ମାଲକାନଗିରି:ଅବିଭକ୍ତ କୋରାପୁଟ ଜିଲ୍ଲା ର ପୂର୍ବତନ ସଭାପତି ସ୍ୱର୍ଗୀୟ ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ମାଲକାନଗିରି ଘୋରୋଈ ବସ ମାଲିକ ସଂଘ ପୋକ୍ଷ ରୁ ଆୟୋଜନ କରାଯାଇଥିଲା।ଏହି ଶ୍ରାଦ୍ଧ ବାର୍ଷିକ ଘୋରଇ ବସ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ।ସ୍ବର୍ଗତ ଦୁର୍ଗା ଭାଇନା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚ।ରଣ ପୂର୍ବକ ଶୋକ ପ୍ର।ଥନା କରାଯାଇଥିଲା । ଏହି ଅବସରରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ର ସଭାପତି ରଜେଶ୍ୱରି ପ୍ରଧାନ, ଉପସଭାପତି ସପନ କୁମାର ଦତ୍ତ , ସନ୍ତୋଷ ପାଣିଗ୍ରାହୀ , ଛବି ଦାସ, ଝୁଲା ରାଉତ ,ସୁବାସ ବିଷୋୟୀ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.