କେନ୍ଦ୍ରମନ୍ତ୍ରୀ ଙ୍କ ଦାରିଙ୍ଗବାଡି ଗସ୍ତ,


ଫୁଲବାଣୀ -09/07(ସୁନୀଲ ପଟନାୟକ )
କେନ୍ଦ୍ର ସଂଖ୍ୟା ଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ଆଜି ଶନିବାର ଦାରିଂବାଡ଼ି ଗସ୍ତରେ
ଆସି ଅଂଚଳରେ ଚାଲିଥିବା କେନ୍ଦ୍ର ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବୁଲିଦେଖିବାସହସଂଖ୍ୟା ଲଘୁ ସମ୍ପ୍ରଦାୟ ର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ lବିକାଶ ମୂଳକ କାର୍ଯ୍ୟଯେପରି ଅଧିକ ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବାଲାଗି କେନ୍ଦ୍ରମନ୍ତ୍ରୀ ଯୋହନ ବାରଲା ପରାମର୍ଶ ଦେଇଥିଲେ l


ପରେ ବିଜେପି ଦଳୀୟ କର୍ମୀ ଓ ନେତାଙ୍କ ସହ ସାଙ୍ଗଠନିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l
ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ଜଗନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବିଜେପି ଜିଲା ଉପସଭାପତି ରମେଶ ମହାନ୍ତି,ବି ଜେପିଓ ବିସି ସଭାପତି ହିରେନ କୁ ମା ର ସାହୁ ଙ୍କ ସମେତ ରାଜ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Leave A Reply

Your email address will not be published.