mobile header

ଅବସର ପ୍ରାପ୍ତ ଫାର୍ମାସିଷ୍ଟ ଙ୍କ ବାରିରେ ବ୍ରହ୍ମକମକ ଫୁଟିଲା


ଫୁଲବାଣୀ 10/07
ଅବସରପ୍ରାପ୍ତ ଫାର୍ମାସିଷ୍ଟ ତାରିଣୀ ପ୍ରସାଦ ମୁନି ଙ୍କ ଘର ବଗିଚାରେ ବ୍ରହ୍ମକମଲ ଫୁଲ ଫୁଟିଛି l ଗତକାଲି ବାହୁଡା ଦଶମୀ ଥିବାରୁ ସେହିଦିନ ଏହି ଦୁର୍ଲଭ ଫୁଲ ପ୍ରଥମ କରି ଫୁଟିଥିବାରୂ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ lଉକ୍ତ ଫୁଲକୁ ମୁନିରଥ ଉପରେ ଜଗନାଥ ଙ୍କୁସମର୍ପଣ କରି ଆଶିଷ ଲାଭ କରି ଥିଲେ l ସୂଚନା ଯୋଗ୍ୟ ଯେ, ବ୍ରହ୍ମକମଳ ଫୁଲ ଫୁଟିବା ଶୁଣି ସାହି ଲୋକ ସାଙ୍ଗସାଥି ଦେଖିବା ଲାଗି ମୁନି ଙ୍କ ଘର କୁ ଯାଇଥିଵା କଥା ବନ୍ଧୁ ବଦ୍ରିନାରାୟଣ, ଓ ସୁନୀଲ ଭଞ୍ଜ କହିଛନ୍ତି lଗତଵର୍ଷ ଏହି ଗଛ କୁ ମୁନି କିଣି ଆଣି ଲଗାଇଥିଲେ l

Leave A Reply

Your email address will not be published.