mobile header

ଫୁଲବାଣୀ ବିଧାୟକ ଅସୁସ୍ଥ


ଫୁଲବାଣୀ -10/07
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ ଅନୁଭବ କରିବା ରୂ ତାଙ୍କୁ ଫୁଲବାଣୀ ମେଡିକାଲ ରେ ଭର୍ତ୍ତି ହୋଇଥିଲା lସେ ଭୁବେନେଶ୍ୱର ଯାଇ ଫେରିବା ବେଳେ ବାଟରେ ଝାଡ଼ାବାନ୍ତି ହୋଇଥିଲା ଆଉ ସେ ମେଡିସିନ କିଛି ଖାଇ ଫୁଲବାଣୀ ଆସି ଆଡମିଟ ହୋଇଥିଲେ l ଚିକିତ୍ସା ପରେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଆସିଥିବା ବିଧାୟକ ଙ୍କ ପୁଅ ବୁନା କହଁର କହିଛନ୍ତି l
ବିଜେଡି ଜିଲାସଭାପତି ସରୋଜ କର୍ଣ୍ଣ, ନଗର ସଭାପତି ସୁଧୀର କହଁର ପ୍ରମୁଖ ବିଧାୟକ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି lସେହିପରି ବହୁ ବିଜେଡି ନେତା ମେଡିକାଲ ଯାଇ ବିଧlୟକ କହଁର ଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l

Leave A Reply

Your email address will not be published.