ଟ୍ରାନ୍ସଫର୍ମର ଅଚଳ

ବୌଦ୍ଧ ବ୍ଲକ ଅନ୍ତଗର୍ତ ରକ୍ସା ଗ୍ରାମ ପଞ୍ଚାୟତ ର ଖମାରିସାହି ଗ୍ରାମ ର ଦୀର୍ଘ 12 ଦିନ ହେଲା ନ ଟ୍ରାନ୍ସଫର୍ମର ଯାନ୍ତ୍ରିକ ତୃଟି ହୋଇଛି କିନ୍ତୁ ବିଦ୍ୟୁତ ବିଭାଗ ର ଅଧିକାରୀ ଙ୍କୁ ଜଣାଇ ଲେ ମଧ୍ୟ ମରା ମାତି କାର୍ଯ୍ୟ କରିନାହିଁ ତେଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଓ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୁଷ୍ଟି ଦେଉନ ନ ହେଲେ ଆ ସନ୍ତା ସୋମବାର ଦିନ ବା ଉସୁନି ବିଦ୍ୟୁତ କାର୍ଯ୍ୟଳୟ ଘେରାଉ କରିବା ପାଇଁ ଗ୍ରାମବାସୀ ଯୋଜନା କରୁଛନ୍ତି।

Leave A Reply

Your email address will not be published.