ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଭୂବନେଶ୍ୱର ଦ୍ଵାରା କୋଅପେରେଟିଭ ଲିଡରସିପ ଏଜୁକେସନ ପ୍ରୋଗ୍ରାମ

ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଭୂବନେଶ୍ୱର ଆନୁକୁଲ୍ୟରେ KACCM ବରଗଡ଼ ଦ୍ଵାରା ମହଦା କଲ୍ୟାଣ ମଣ୍ଡପ ଠାରେ କୋଅପେରେଟିଭ ଲିଡରସିପ ଏଜୁକେସନ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। KACCM ଅଧ୍ୟକ୍ଷ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ସାବତ, ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର, ଅବସରପ୍ରାପ୍ତ SARCS ଶ୍ରୀଯୁକ୍ତ ଠାକୁରାମ ପଟେଲ, ବରଗଡ଼ SARCS ବିଶ୍ୱଜିତ ବାରିକ, ଫିଲଡ ଅଫିସର IFFCO ଶ୍ରୀଯୁକ୍ତ ଅରବିନ୍ଦ ସାହୁ, TME IFFCO ବରଗଡ଼ ଶ୍ରୀଯୁକ୍ତ ପ୍ରସିତ କୁମାର ପାଣିଗ୍ରାହୀ, ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଶ୍ରୀ ବିରୋସନ ସାହୁ, ବରପାଲି କୃଷି ସମବାୟ ସମିତି ଲିଃ ର ସଭାପତି ଶ୍ରୀଯୁକ୍ତ ଗୁରୁ ମେହେର, ଆଗଲପୁର, ନାରାୟଣ ଓ ବରପାଲି ର ସମ୍ପାଦକ, ସମସ୍ତ ନବନିର୍ବାଚିତ ନିର୍ଦ୍ଦେଶକ ଉପସ୍ଥିତ ରହି ସମବାୟ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ ।

Leave A Reply

Your email address will not be published.