ଏନ୍‌ସିପିସିଆର୍‌ ନିୟମ ମାନୁନାହାନ୍ତି: ଭୁବନେଶ୍ବରର ୧୦ ସ୍କୁଲ୍‌କୁ କାରଣ ଦର୍ଶାଅ

ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ନିୟମ ମାନୁନାହାନ୍ତି ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷ।