Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
ବାପୁଙ୍କ ଅମରବାଣୀ ପ୍ରତ୍ୟେକଙ୍କ ପଥ ଆଲୋକିତ କରୁଥିବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବାପୁଙ୍କ ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ ବୋଲି ଆଜି ତାଙ୍କ ୧୫୪ତମ ଜୟନ୍ତୀ ଅବସରରେ!-->…
ଲୋକସଭାରେ ଐତିହାସିକ ମହିଳା ସଂରକ୍ଷିତ ବିଲ୍ ପାସ୍
ବିଲରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି।
!-->!-->!-->…
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ସାରା ଭାରତର ବିଜେପି!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ
ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ!-->…
ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବ୍ରିଟେନ ଦେବ ୨ ବିଲିୟନ ଡଲାର
ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡକୁ ୨ ବିଲିୟନ ଡଲାର ସହାୟତା ଘୋଷଣା କଲେ!-->…
ପରବର୍ତ୍ତୀ ଜି-୨୦ ଅଧ୍ୟକ୍ଷତା କରିବ ବ୍ରାଜିଲ
ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ଭାରତ!-->…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-୨୦ ଦେଶ ରାଷ୍ଟ୍ରମୁଖ୍ୟ
ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20!-->…
ଜି-୨୦ ସମ୍ମିଳନୀର ଆଜି ଅନ୍ତିମ ଦିନ; ବିଷୟବସ୍ତୁ ରହିଛି ‘ୱାନ୍ ଫ୍ୟୁଚର’
ଆଜି ସକାଳ ପ୍ରାୟ ୯ଟା ବେଳେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବିଶ୍ୱନେତା ଓ ପ୍ରତିନିଧି ମଣ୍ଡଳୀ ପୁଷ୍ପମାଲ୍ୟ କରିବା!-->…
ଜି-୨୦ ଶିଖର ସମ୍ମିଳନୀରେ ମୋଦିଙ୍କ ସ୍ୱାଗତ ଭାଷଣ – ପୁରୁଣା ସମସ୍ୟା ଆମଠୁ ନୂଆ ସମାଧାନ…
ଏକବିଂଶ ଶତାବ୍ଦିରେ ଆମେ ଏପରି ସମୟରେ ଉପନୀତ ହୋଇଛେ ଯେଉଁଠି ଆମକୁ ଦୁନିଆକୁ ନୂଆ ଦିଗଦର୍ଶନ ଦେବାକୁ ପଡ଼ିବ ।’ ଜି-୨୦ ଶିଖର ସମ୍ମିଳନୀ!-->…
ଜି-୨୦ ସମ୍ମିଟ୍: ୧୫ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି
ଜି-୨୦ ଶିଖର ସମ୍ମିଳନୀରେ ୧୫ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
!-->!-->…