Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
ଶପଥ ପୂର୍ବରୁ ମହାତ୍ମା ଗାନ୍ଧୀ ଓ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ!-->!-->!-->…
ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ୯ରେ ଶପଥ ସମାରୋହ
ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପଣ୍ଡିତ ଜବାହରଲାଲ ନେହରୁଙ୍କ!-->…
ଏନଡିଏ ବୈଠକରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି, ଦେଶର ବିକାଶ କ୍ଷେତ୍ରରେ ନେବ ପ୍ରମୁଖ ସ୍ଥାନ
ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଞ୍ଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।
ନୂଆଦିଲ୍ଲୀ:!-->!-->!-->…
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ!-->…
କିଏ ଏହି ଦିନେଶ କେ. ତ୍ରିପାଠୀ: ଯାହାଙ୍କୁ ମିଳିଲା ୨୬ତମ ଜଳସେନା ମୁଖ୍ୟପଦ, ଯୁଦ୍ଧ ବିଶେଷଜ୍ଞ…
ନୂଆଦିଲ୍ଲୀ: ଯୁଦ୍ଧ ବିଶେଷଜ୍ଞ ଦିନେଶ କେ, ତ୍ରିପାଠୀଙ୍କୁ ମଙ୍ଗଳବାର ଦିନ ଦେଶର ୨୬ ତମ ଜଳସେନା ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି!-->…
ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଆ ପୁଅ ଅନିମେଶ…
ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ!-->…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ
ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ସେଠାରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା।
ନୂଆଦିଲ୍ଲୀ:!-->!-->!-->…
ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ
ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ।
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ।!-->!-->!-->…
ପେଟ୍ରୋଲ ଓ ଡିଜେଲ ଦର କମିଲା
ନିର୍ବାଚନର ଠିକ ପୂର୍ବରୁ ହ୍ରାସ ପାଇଛି ତୈଳ ଦର।
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସପ୍ତାହ ପରେ ଦେଶରେ ଲୋକସଭା ନିର୍ବାଚନ ହେବ। ଏହାର !-->!-->!-->…
୨ ନୂଆ ନିର୍ବାଚନ କମିଶନରଙ୍କୁ ମିଳିଲା ନିଯୁକ୍ତି, ପ୍ରକାଶ ପାଇଲା ବିଜ୍ଞପ୍ତି
ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନରଙ୍କୁ ଚୟନ ପାଇଁ ବୈଠକ ଅନୁଷ୍ଠିତ!-->…