Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଖଟ୍ଟର ଓ ଗଡକରୀଙ୍କୁ ମିଳିଲା ଟିକେଟ
ପୂର୍ବଭଳି ଗଡକରୀ ମହାରାଷ୍ଟ୍ରର ନାଗପୁରରୁ ନିର୍ବାଚନ ଲଢ଼ିବେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରେ ଜିତି ଲୋକସଭାକୁ ଯାଇଥିଲେ।
!-->!-->!-->…
ବାସ୍ତବ ରୂପ ନେଲା ସିଏଏ, ଜାରି ହେଲା ବିଜ୍ଞପ୍ତି
ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ। କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ!-->…
ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ
ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ!-->…
ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍ବୁକ୍ ଓ ଇନଷ୍ଟାଗ୍ରାମ; ଲଗ୍ ଇନ୍ କଲେ ଖୋଲୁ ନାହିଁ
ନୂଆଦିଲ୍ଲୀ: ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍ବୁକ୍ ଓ ଇନଷ୍ଟାଗ୍ରାମ। ଆଉ ଲଗ୍ ଇନ୍ କଲେ ଖୋଲୁ ନାହିଁ। ସାରା ବିଶ୍ୱରେ ଏଭଳି ସମସ୍ୟା!-->…
ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ମାତ୍ର ୧୩ ଦିନରେ ତଳେ ସେ ରାଜ୍ୟସଭାକୁ ପୁଣି ଥରେ ନିର୍ବାଚିତ ହୋଇଥିଲେ।
ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେପି!-->!-->!-->…
୧୯୫ ଜଣଙ୍କ ତାଲିକା ଘୋଷଣା କଲା ବିଜେପି, ବାରାଣସୀରୁ ମୋଦି
ଏହି ପ୍ରାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଥିବା ବେଳେ ୫୦ରୁ କମ୍ ବୟସର ୪୭ ଜଣ ବ୍ୟକ୍ତି ରହିଛନ୍ତି। ସେହିପରି ଅନୁସୂଚିତ ଜାତିରୁ ୨୭ ଜଣ!-->…
ଗଗନଯାନ ମିଶନ: ଘୋଷଣା ହେଲା ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ
ପ୍ରଥମ ଥର ବାୟୁସେନା ଅଧିକାରୀ ମହାକାଶ ଯାତ୍ରା କରିବେ, ଆଜି ସେମାନଙ୍କ ନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ନୂଆଦିଲ୍ଳୀ: ଆଉ ଏକ!-->!-->!-->…
ଭାରତ ରତ୍ନ ପାଇବେ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ଏମଏସ୍ ସ୍ୱାମୀନାଥନ
ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ!-->…
ହାରିଲେ ଶରଦ, ଜିତିଲେ ଅଜିତ ପାୱାର
ଏବେ ଶରଦ ପାୱାରଙ୍କ ପାଖରେ ଦଳର ୧୨ ଜଣ ବିଧାୟକ ରହିଛନ୍ତି। ୪୧ ଜଣ ବିଧାୟକ ଅଜିତ ପାୱାରଙ୍କ ସହ ମିଶି ବିଜେପି ଓ ଏକନାଥ ସିନ୍ଦେଙ୍କ!-->…
‘ଭାରତ ରତ୍ନ’ ପାଇବେ ଲାଲକୃଷ୍ଣ ଆଡଭାନୀ
ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ!-->…