mobile header

ଶର୍ମିଷ୍ଠାଙ୍କୁ ପାଇଲେନି, ଭାଇ ପରମେଶ୍ୱରଙ୍କୁ ଉଠାଇ ଆଣିଲେ ପୁଲିସ୍‌

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପତ୍ତା ପାଉନି ପୁଲିସ୍‌। ହେଲେ ତାଙ୍କ ଭାଇ ପରମେଶ୍ୱର ରାଉତକୁ ଉଠାଇ ଆଣିଲା। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପରମେଶ୍ୱରକୁ ଭଦ୍ରକ ପୁଲିସ୍‌ ଧରି ଓଡ଼ିଶା ଆଣୁଛି। କୁହାଯାଉଛି ଶର୍ମିଷ୍ଠାଙ୍କୁ ଫେରାର୍‌ କରାର୍‌ କରିବାରେ ପରମେଶ୍ୱରଙ୍କର ହାତ ରହିଛି। ତେବେ ଏହି ହତ୍ୟାକାଣ୍ଡରେ ପରମେଶ୍ୱରଙ୍କ ହାତ ରହିଛି କି ନାହିଁ, ତାହା ଜଣାପଡ଼ି ନାହିଁ। ତଥାପି ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ପରମେଶ୍ୱରକୁ ଜେରା ପରେ ଶର୍ମିଷ୍ଠାଙ୍କ ପତ୍ତା ମିଳିବ ବୋଲି ପୁଲିସ୍‌ ଆଶା କରୁଛି।

Leave A Reply

Your email address will not be published.