mobile header

ବିଜେଡି ଦଖଲରେ ୩ ମେୟର ପଦ

ଭୁବନେଶ୍ୱର ଓ ବ୍ରହ୍ମପୁର ପରେ କଟକ ମେୟର ପଦ ମଧ୍ୟ ହାତେଇଲା ବିଜେଡି । ସୁବାସ ସିଂ ହେଲେ କଟକର ନୂଆ ମେୟର । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇ ସୁବାସ ସିଂ କଟକର ନୂଆ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇଛନ୍ତି । ପ୍ରଥମ ଥର ପାଇଁ ମହିଳା ମେୟର ପାଇଛନ୍ତି ରାଜଧାନୀବାସୀ । ସେହିପରି ବ୍ରହ୍ମପୁର ମେୟର ଭାବେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.