mobile header

ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବ୍ରହ୍ମପୁର ମେୟର ।

ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ବ୍ରହ୍ମପୁରର ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ । ପୌର ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇ ବିଜେଡିର ବ୍ରହ୍ମପୁର ମେୟର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ଆଉ ଆଜି ନବୀନ ନିବାସ ଆସି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନଙ୍କୁ ସାକ୍ଷାତ ପରେ ସୋସିଆଲ ମିଡିଆରେ ତାଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ଲେଖି ଧନ୍ୟବାଦ ଦେଇଛନ୍ତି ସଂଘମିତ୍ରା

Leave A Reply

Your email address will not be published.