mobile header

ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ଲେଖିଲା ପ୍ରତିଭା ରାୟ ।

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ଲେଖିଲା ତଥା ଔପନ୍ୟାସିକା ପ୍ରତିଭା ରାୟ । ରାଷ୍ଟ୍ରପତି ଭବନରେ ରେଡ୍ କାର୍ପେଟରେ ଯାଇ ରାଷ୍ଟ୍ରପତିଙ୍କ ହାତକୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରତିଭା ରାୟ ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ ।

ତେବେ ଗତ ଜାନୁୟାରୀ ୨୫ ତାରିଖରେ ପଦ୍ମଭୂଷଣ ପୁରସ୍କାର ପାଇବା ନେଇ ପ୍ରତିଭା ରାୟଙ୍କ ନାମ ଘୋଷଣା ହୋଇଥିଲା । ଆଉ ଏହାର ଠିକ୍ ୨ ମାସ ପରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରତିଭା ରାୟ ।

ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ଘୋଷଣା ପରେ ଏ ସମ୍ମାନ ମୋ ରାଜ୍ୟର, ମୋ ଭାଷାର ଏ ସମ୍ମାନ ବ୍ୟକ୍ତିଙ୍କୁ ନୁହେଁ ସାହିତ୍ୟକୁ ମିଳିଛି ବୋଲି କହିଥିଲେ ପ୍ରତିଭା

Leave A Reply

Your email address will not be published.