mobile header

ପରୀକ୍ଷା ପେ ଚର୍ଚ୍ଚା ଛାତ୍ର ଛାତ୍ରୀ ଙ୍କ ଆତ୍ମ ବିଶ୍ୱାସ ବଢାଇବ : ଦେବଗଡ଼ ନବୋଦୟ ଅଧକ୍ଷ୍ୟ ।

ଦେବଗଡ଼ ୩୦/୩::: ଆସନ୍ତା୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା ରେ ଦେଶର ଛାତ୍ର ଛାତ୍ରୀ ,ଶିକ୍ଷକ ଓ ଅଭିଭାବକ ଙ୍କୁ ଆଲୋଚନା କରିବେ । ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପୂର୍ବରୁ ଚାପମୁକ୍ତ କରିବା ଦିଗରେ ପରାମର୍ଶ ଦେବେ। ଚାପମୁକ୍ତ ପରୀକ୍ଷା ପାଇଁ ପରୀକ୍ଷା ପେ ଚର୍ଚ୍ଚା ରୁ ପରୀକ୍ଷାର୍ଥୀ ମାନେ ଚାପ ମୁକ୍ତ ସହ ସଫଳତା ର ମନ୍ତ୍ର ପାଇବେ ବୋଲି ଦେବଗଡ଼ ଜବାହାର ନବୋଦୟ ବିଦ୍ୟାଳୟ ର ଅଧକ୍ଷ ଉତ୍ତମ କୁମାର ଙ୍କ ସମେତ ଅଧ୍ୟାପିକା ଦୀପାଞ୍ଜଳି ଜେନା ପ୍ରମୁଖ ବିଦ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏଥିସହିତ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମ ଉପରେ ଶବିଶେଷ ତଥ୍ୟ ପ୍ରଦାନ କରିଥିଲେ।

Leave A Reply

Your email address will not be published.