mobile header

ବିଭିନ୍ନ ଅନିୟମିତତା ଉପରେ ଉଠାଇଲେ ଆଙ୍ଗୁଠି

ବିଭିନ୍ନ ଅନିୟମିତତା ଉପରେ ଆଲୋକପାତ କରିଛନ୍ତି ସିଏଜି । ଅର୍ଥ ଥିଲେ ମଧ୍ୟ ୫୦ ପ୍ରତିାତ ଜମି ଅଧିଗ୍ରହଣ ହୋଇ ପାରି ନଥିବା କୁହାଯାଇଛି । କେବଳ ସେତିକି ନୁହେଁ ଏମିତି ଅନେକ ଅନିୟମିତତା ରିପୋର୍ଟରେ ସେ ଦେଖାଇଥିବା କହିଛନ୍ତି । କଣ୍ଟ୍ରାକ୍ଟରଙ୍କୁ ୫୫୫ କୋଟି ଟଙ୍କାର ସହାୟତା ମଧ୍ୟ ଦିଆଯାଇଛି । ଏଥିସହିତ ଗୋଟିଏ କାମକୁ ଦୁଇ ଥର ଲେଖାଏଁ କାମ ହେଉଥିବା ସେ ପ୍ରକାଶ କରିଛନ୍ତି । ସେପଟେ ୨୧୨ କୋଟିର ୟୁଟିଲାଇଜେସନ ସାର୍ଟିଫିକେଟ ଏଯାବତ ମିଳିପାରିନାହିିଁ । ଏହିଭଳି କିଛି ଅନିୟମିତତା ଉପରେ ପ୍ରଶ୍ନ କରିଛନ୍ତି ସିଏଜି ।

Leave A Reply

Your email address will not be published.