mobile header

ବରଗଡ଼ ପୋଲିସ ସେବା ପାଇଁ ନୂଆ ୧୧୨ ପିସିଆର ―

ବରଗଡ଼ – ରାଜ୍ୟ ସରକାରଙ୍କ ଓଡ଼ିଶା ପୋଲିସ ତରଫରୁ ବରଗଡ଼ ଜିଲ୍ଲା ପୋଲିସ କୁ ତିନୋଟି ୧୧୨ ପିସିଆର ଗାଡ଼ି ଜରୁରୀ ହେବାପାଇଁ ଯୋଗାଇ ଦିଆଯାଇଛି ।ଆଜି ଜିଲ୍ଲା ମୁଖ୍ଯାଳୟ ଠାରେ ବରଗଡ଼ ଏସପି ରାହୁଲ ଜୌନ ୧୧୨ କୁ ଶୁଭ ଉଦ୍ଘାଟନ କରି ଜନସାଧାରଣ ଙ୍କ ସେବା ନିମନ୍ତେ ଆରମ୍ଭ କରିଛନ୍ତି ।ଜନସାଧାରଣ ୧୧୨ ନମ୍ବର କୁ ସିଧାସଲଖ ଡାଏଲ କରି ଏକା ସଙ୍ଗେ ପୋଲିସ ସେବା , ଦମକଲ ସେବା ପ୍ରଭୃତି ଜରୁରୀ କାଳିନ ସେବା ପାଇପାରିବେ ବୋଲି ବରଗଡ଼ ଜିଲ୍ଲା ପୋଲିସ ପଖ୍ଯରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.