
ବରଗଡ଼ ଭଟଲି ରାସ୍ତାରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ।
ଏକ ପାଣି ଟାଙ୍କି ନେଇଯାଉଥିବା ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଥିଲା ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଜଣେ ମୃତ୍ୟବରଣ କରିଥିବା ବେଳେ ଆଉ ଜଣେ ଅଧିକ ଗୁରୁତର ଥିବାରୁ ତାକୁ ଭୀମସାର ବୁର୍ଲ୍ଲା କୁ ରେଫର କରାଯାଇଛି ।