mobile header

ଜିଲ୍ଲା ର ବିଭିନ୍ନ ମନ୍ଦିର କମିଟି ସହ ସ୍ଥାନୀୟ ପୋଲିସର ଗୁରୁତ୍ୱପୂର୍ଣ ବୌଠକ ―

ବରଗଡ଼ ― ବରଗଡ଼ ଜିଲ୍ଲା ଏସପି ରାହୁଲ ଜୌନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ର ସମସ୍ତ ଥାନା ଅଧିକାରୀ ଓ ଉଚ୍ଚ ପୋଲିସ ଅଧିକାରୀ ଙ୍କ ସହ ଜିଲ୍ଲା ର
ବିଭିନ୍ନ ମନ୍ଦିର କମିଟି କୁ ନେଇ ଗୁରୁତ୍ୱ ପୂର୍ଣ ବୌଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୌଠକ ରେ ମନ୍ଦିର ର ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ହେବାସହ ମନ୍ଦିର କମିଟି ସଦସ୍ୟଙ୍କୁ ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ସଚେତନ କରାଯାଇଛି । ବୌଠକ ପରେ କେତେକ ମନ୍ଦିର ର ସୁରକ୍ଷା ବ୍ଯବସ୍ଥା ଅନୁଧ୍ୟାନ କରାଯାଇଛି ।ବିଭିନ୍ନ ସମୟରେ ମନ୍ଦିର ପରିଷର ରେ ବିଭିନ୍ନ ଘଟଣା ଘଟୁଥିବା ରୁ ମନ୍ଦିର କମିଟି ସଚେତନ ହେବାସହ ପୋଲିସ ର ଭୂମିକା ଓ ସହଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ବୌଠକ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.