ବିଜେପି ସମବାୟ ପ୍ରକୋଷ୍ଠର ପଦାଧିକାରୀଙ୍କ ନାମ ଘୋଷଣା

ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ପବିତ୍ର ମୋହନ ଦାଶ ୧୬ଟି ସମବାୟ ଜିଲ୍ଲା ସଂଯୋଜକ ଓ ରାଜ୍ୟର ବିଭିନ୍ନ ସମବାୟ ବିଭାଗର ୧୬ଟି ଶୀର୍ଷ ସମବାୟର ସଂଯୋଜକ ନାମ ଘୋଷଣା କରାଯାଇଛି। ବିଭିନ୍ନ ସମବାୟ ଜିଲ୍ଲା ସଂଯୋଜକ ଭାବେ ଅନୁଗୁଳ – ରାମଚନ୍ଦ୍ର ପାତ୍ର; ଆସ୍କା – ଅରୁଣ କୁମାର ପଣ୍ଡା; ବାଲେଶ୍ୱର – ସର୍ବେଶ୍ୱର ମହାନ୍ତି; ବୌଦ୍ଧ – ସୁବାଷ ପ୍ରଧାନ; ବାଙ୍କୀ – ଅଜୟ ମୁଦୁଲୀ; କଟକ – ବିଜୟ ରାଉତରାୟ; କେନ୍ଦ୍‌ୁଝର – ଅଜୟ ସାହୁ; ଖୋର୍ଦ୍ଧା – ପ୍ରଶାନ୍ତ ଆଦିତ୍ୟ; କୋରାପୁଟ – ଅରୁଣ ଭଟ୍ଟମିଶ୍ର; ମୟୁରଭଞ୍ଜ – ବରୁଣ ଦେ; ନୟାଗଡ଼ – ପ୍ରସନ୍ନ ଦାସ; ପୁରୀ – ପୂର୍ଣ୍ଣଚନ୍ଦ୍ର ନନ୍ଦ; ସୁନ୍ଦରଗଡ – ସୁକ୍‌ଲାଲ ମୁଣ୍ଡା; ବହ୍ମପୁର – ନାରାୟଣ ପଣ୍ଡା ; ଭବାନିପାଟଣା – ଶରତ ନାୟକ ଏବଂ ବଲାଙ୍ଗିର – ରାଜକିଶୋର ମେଣ୍ଡଲି ନାମ ଘୋଷଣା କରାଯାଇଛି।

ସେହିପରି ବିଭିନ୍ନ ସମବାୟ ବିଭାଗର ଶୀର୍ଷ ସମବାୟ ରାଜ୍ୟ ସଂଯୋଜକ ଭାବେ, ଓଡିଶା ରାଜ୍ୟ ସମବାୟ ସମ୍ମୁହ – ଲକ୍ଷ୍ମିପ୍ରିୟା ସାହୁ; ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ – ପୂର୍ଣ୍ଣିମା କେର୍କେଟା; ନଗରାଂଚଳ ଋଣ ସମବାୟ ସମିତି – ଚଣ୍ଡି ସିଂ; ରାଜ୍ୟ ଖାଉଟି ସମବାୟ ସମିତି ସମୁହ – ସୈାଭାଗ୍ୟ ପାତ୍ର; ରାଜ୍ୟ ଦୁଗ୍ଧ ଉତ୍ପାଦନ ସମିତି ସମୁହ – ପ୍ରିୟବତ ସ୍ୱାଇଁ; ବୟନିକା – ସାନନ୍ଦ ମେହେର; ଟସର ଏବଂ ଶିଲ୍‌କ ଫେଡେରେସନ ସମ୍ମୁହ – ସଞ୍ଜୀବ ମହାନ୍ତି; ଓଡିଶା ରାଜ୍ୟ କୋପରେଟିଭ୍ ହାଉସିଂ ନିଗମ – ଶ୍ରୀରଞ୍ଜନ ମଙ୍ଗରାଜ; ଓପୋଲଫେଡ – ସୁଜିତ୍ କୁମାର ଦାସ; ଉତ୍କଳିକା – ବିନୟ ନୃସିଂହ ମହାପାତ୍ର; କତା ନିଗମ – ସଚିନ୍ଦ୍ର କୁମାର ବାନାର୍ଜୀ; ତାଳଗୁଡ – ଗିରିଶ୍ ବରିଶାଲ୍‌; ପଛୁଆ ବର୍ଗ ଆର୍ଥୀକ ଉନ୍ନୟନ ନିଗମ – ତାପସ ଜେନା; ଓଡିଶା ରାଜ୍ୟ ମହିଳା ବିକାଶ ନିଗମ – ପ୍ରତିଭା ଶତପଥୀ; ସୂତା ସମବାୟ ନିଗମ – ଅଜୟ ବିଶ୍ୱାଳ; ଓଡିଶା ରାଜ୍ୟ ମତ୍ସ୍ୟଜୀବି ସମବାୟ ସମିତି ସମୁହ – ପ୍ରସନ୍ନ ବେହେରାଙ୍କ ନାମ ଘୋଷଣା କରାଯାଇଛି ବୋଲି ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.