
ଆଜି ନବୀନ ନିବାସ ଠାରେ କଳାହାଣ୍ଡି ଜିଲ୍ଲା ର ନବ ନିର୍ବାଚିତ #ଜିଲ୍ଲାପରିଷଦ #ଅଧ୍ୟକ୍ଷଶ୍ରୀପୁଷ୍ପେନ୍ଦ୍ରସିଂଦେଓ, #ଉପାଧ୍ୟକ୍ଷା #ଶ୍ରୀମତିସୁଧିରାମେହେର | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା #5T_ସଚିବ #ଶ୍ରୀଭିକେ_ପାଣ୍ଡିଆନ୍ ଙ୍କୁ ସ୍ୱଜନ୍ୟ ମୂଳକ ସାକ୍ଷାତକାର କରିଥିଲେ | ସାକ୍ଷାତକାର ସମୟରେ ଶ୍ରୀ ଭି.କେ ପାଣ୍ଡିଆନ୍ ଙ୍କ ସହ କଳାହାଣ୍ଡି ଜିଲ୍ଲାର ବିକାଶ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଏବଂ ବିକାଶ କରିବା ସହିଲିକୁ ଧନ୍ୟବାଦ ସହ ଜିଲ୍ଲା ର ବିକାଶର ସାରଥୀ ମାନ୍ୟବର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଧନ୍ୟବାଦ ଦେବା ସହ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜୀତ କୁମାର, ମାନ୍ୟବର ବିଧାୟକ ଗଣ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ, ଯୁବ, ଛାତ୍ର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଦେଇ | ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କୁ ଜିଲ୍ଲାବାସୀ ଏବଂ ତାଙ୍କ ତରଫରୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ |