mobile header

ମିଷ୍ଟର ଓଡ଼ିଶା ବଡିବିଲଡିଂରେ ବାଲେଶ୍ବରକୁ ୪ ବ୍ରୋଞ୍ଜ୍‌

ବଲାଙ୍ଗିରରେ ଦୁଇଦିନ ଧରି ଅନୁଷ୍ଠିତ ମିଷ୍ଟର ଓଡ଼ିଶା-୨୦୨୨ ବଡିବିଲଡିଂ ପ୍ରତିଯୋଗିତାରେ ବାଲେଶ୍ବରକୁ ୪ ଟି ବ୍ରୋଞ୍ଜ ପଦକ ମିଳିଛି।

ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବାଲେଶ୍ବରର ୫୫ କେଜି ବର୍ଗରେ ସଞ୍ଜିତ ବେହେରା, ୭୦ କେଜି ବର୍ଗରେ ଅଭିଷେକ ଦାଶ, ୮୫ କେଜି ବର୍ଗରେ କୁମୁଦ ପାତ୍ର, ୯୦ କେଜି ବର୍ଗରେ ସତ୍ୟଜିତ୍‌ ଓଝାଙ୍କୁ ଏହି ପଦକ ମିଳିଛି।

Leave A Reply

Your email address will not be published.