mobile header

ସ୍ୱାଭିମାନ ଅଞ୍ଚଳ ର ବିଭିର୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ l

ଚିତ୍ରକୋଣ୍ଡା:-12/04/2022-ଆଜି ମାଲକାନଗିରି ଜିଲାପାଳ ବିଶାଳ ସିଙ୍ଗ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କରି ସ୍ୱାଭିମାନ ଅଞ୍ଚଳରେ ଚାଲୁଥିବା ବିଭିର୍ନ ଉର୍ଣ୍ଣୟନ ମୂଳକ କାମର ପରିଦର୍ଶନ କରିବା ସହିତ ସଚିବ ଙ୍କ ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ ପୂର୍ବରୁ ଜିଲ୍ଲାପାଳ ସ୍ୱାଭିମାନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି l ଏଥି ସହିତ ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ଓ ପାପରମେଟେଲା ପଞ୍ଚାୟତ ର କେତେକ ବିଦ୍ୟାଳୟ କୁ ବୁଲି ପରିଦର୍ଶନ କରିଥିଲେ l

ପାପରମେଟେଲା ପଞ୍ଚାୟତ ବିଡାରପାଖାନା ପ୍ରାଥମିକ ବିଦ୍ୟାଳୟ କୁ ଜିଲାପାଳ ବିଶାଳ ସିଙ୍ଗ ପହଞ୍ଚି ପିଲାଏ ପାଠ ପଢ଼ୁଥିବା ସମୟରେ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ ପାଠ ପଚାରି ପଢ଼ାଇବା ସହିତ ବିଦ୍ୟାଳୟ ର ସ୍ଥିତି ସମ୍ପର୍କରେ ଶିକ୍ଷକଙ୍କ ସହିତ ଆଲୋଚନl କରିଥିଲେ l ପିଲା ମାନଙ୍କୁ ମାଧ୍ୟାର୍ହ୍ନ ଭୋଜନ ଦିଆଯାଉଥିବା ସମୟରେ ମଧ୍ୟ ମାଧ୍ୟାର୍ଣ୍ଣ ଭୋଜନ ର ମାନ ପରିଚାଳନା କୁ ଉପସ୍ଥିତ ରହି ଦେଖିଥିଲେ l ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ବିକାଶ ରେ ସୁଧାର ଆସିବା ନିମନ୍ତେ ବିଭିର୍ନ ପଦକ୍ଷେପ ପାଇଁ ପ୍ରସ୍ତାବ ରଖି ବିଭିର୍ନ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.